Jump to content

ସଂସ୍ମରଣ

ଉଇକିଅଭିଧାନ‌ରୁ

ସଂସ୍ମରଣ

ଉଚ୍ଚାରଣ

[ସମ୍ପାଦନା]

(ସଂସ୍ତୃତି—ଅନ୍ୟରୂପ)

ସଂସ୍ମୃତ, ସଂସ୍ମରଣୀୟବିଣ

ସଂସ୍କୃତ - ବିଶେଷ୍ୟ - (ସମ୍+ସ୍ମରଣ)

[ସମ୍ପାଦନା]
୧. ସମ୍ୟକ୍ ସ୍ମରଣ — ୧. Clear recollection; remembrance.
୨. ଫୂର୍ବଜନ୍ମ ସଂସ୍କାରକ ଜ୍ଞାନ —୨. Subconcious perception due to previous birth; impression left onthe mind by the acts of one's previous existence.