Jump to content

ସଂସ୍ୱେଦଜ

ଉଇକିଅଭିଧାନ‌ରୁ

ସଂସ୍ୱେଦଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଭୂଇଁ ଛତୁ —Mushrooms or fungil growing out of the earth etc.

[ଦ୍ରଷ୍ଟବ୍ୟ —ଏହା ଭୂମିରେ, ଗୋମୟରେ, କାଠରେ ଓ ବୃକ୍ଷାଦିରେ ହୁଏ ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଷାକ୍ତ ଓ ଦୋଷକାରକ ଯେଉଁ ଛତୁ ଶୁଚି ପ୍ରଦେଶରେ, କାଠରେ, ଗୋବରରେ ବା ବାଉଁଶରେ ଜନ୍ମେ ଓ ଯାହା ଶ୍ୱେତବର୍ଣ୍ଣ, ତହା ଅତିଶୟ ଦୋଷାକାରକ ନୁହେଁ ଛତୁ ଶୀତବୀର୍ଯ୍ୟ, ତ୍ରିଦୋଷଜନକ, ପିଚ୍ଛଳ, ଗପରପ ଏବଂ ବମି, ଜ୍ୱର ଓ କଫରୋଗଜନକ]