Jump to content

ସଂହରଣ

ଉଇକିଅଭିଧାନ‌ରୁ

ସଂହରଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+ହୁ ଧାତୁ+ ଭାବ. ଅନ)

[ସମ୍ପାଦନା]
୧. ସଂହାର କରିବା —୧. Killing.
୨. ବିନାଶ —୨. Destruction.
୩. ସଂଗ୍ରହ କରିବା —୩. Accumulating.
୪. ଗଦା କରିବା —୪. Heaping up.
୫. ସଂକ୍ଷେପ —୫. Abridgement; compendium.
୬. ନାନା ଗ୍ରନ୍ଥରୁ ଆଣି ଏକତ୍ର କରିବା — ୬. Compilling; compilation.
୭. ସଂଙ୍କୋଚ — ୭. Contraction.