ସଂହରିବା
ଦେଖଣା
ସଂହରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂହରିବା
|
ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ସଂହାରଣ)
[ସମ୍ପାଦନା]- ୧. ସଂହାରିବା (ଦେଖ) - —୧. Saṁhāribā (See)
- ୨. ବଧ କରିବା —୨. To kill.
ଅନୁବାଦ
[ସମ୍ପାଦନା]- ୩. ତ୍ୟାଗ କରିବା —୩. To give up.
ଅନୁବାଦ
[ସମ୍ପାଦନା]- ୪. ଦମନ କରିବା —୪. To control.
[ ଉ— ଯେଉଁ ଲୋକ କ୍ରୋଧ ହୋଇଲେ ସଂହରୁଛି, ଅଶ୍ରେୟ ହୋଇ କଥା ତାର କାହିଁ ଅଛି— କୃଷ୍ଣସିଂହ. ମହାଭାରତ. ବନ]
ଅନୁବାଦ
[ସମ୍ପାଦନା]- ୫. ସମ୍ଭାଇବା; ରଖିବା —୫. To contain; to keep
[ ଉ—ଅନ୍ତର୍ଗତ କଥା ଅନ୍ତେ ସଂହରି—ପ୍ରାଚୀ. ରହସ୍ୟମଞ୍ଜରୀ ].
ଅନୁବାଦ
[ସମ୍ପାଦନା]ସଂହରିବା
|
- ୬. ବୁଜିବା —୬. To close; to shut up.
[ ଉ—ଶୌନକ ବାକ୍ୟେ ସୁତ ମୁନି, ଚକ୍ଷୁ ସଂହରି ହେଲେ ତୁନି—ପ୍ରାଚୀ. ନିର୍ଗୁଣ ମହାତ୍ମ୍ୟ]
ଅନୁବାଦ
[ସମ୍ପାଦନା]- ୭. ନିରୋଧ କରିବା —୭. To enclose.
[ଉ—ଆତ୍ମାରେ ଆତ୍ମା ସ୍ଥିର କରି, ପବନ ଅନ୍ତରେ ସଂହରି—ଜଗନ୍ନାଥ. ଭାଗବତ ]
ଅନୁବାଦ
[ସମ୍ପାଦନା]- ୮. ସଂଯତ କରିବା — ୮. To restrain
[ ନିରତେ ପ୍ରାଣାୟାମ କରି ଇନ୍ଦ୍ରିୟ ସମୂହ ସଂହରି—ଜଗନ୍ନାଥ. ଭାଗବତ]
ଅନୁବାଦ
[ସମ୍ପାଦନା]- ୯. ଦମନ କରିବା, ବଶୀଭୂତ ରଖିବା —୯. To cheak; to control.
[ଉ— ଯୁଦ୍ଧେ ହାରିବା କୋପାରମ୍ଭେ ସଂହରି ରହେ ନିଜ ଦମ୍ଭେ—ଜଗନ୍ନାଥ. ବାଗବତ ]
ଅନୁବାଦ
[ସମ୍ପାଦନା]- ୧. ବଦଳାଇବା —୧୦. To change.
[ ଉ— ଅମୃତ ଦେବଗଣେ ଦେଲି, ସେ ମାୟାରୂପ ସଂହରିଲି— ଜଗନ୍ନାଥ. ଭାଗବତ ]