Jump to content

ସଂହର୍ଷ

ଉଇକିଅଭିଧାନ‌ରୁ

ସଂହର୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍ + ହୃଷ୍ ଧାତୁ= ତୁଷ୍ଟ ହେବା+ଭାବ. ଅ)

[ସମ୍ପାଦନା]
୧. ଆମୋଦ; ପ୍ରମୋଦ —୧. Amusement; glee.
୨. ଅନ୍ୟଶୁଭଦ୍ୱେଷ; ପରଶ୍ରୀକାତରତା — ୨. Envy; spite.
୩. ପରସ୍ପର ସ୍ୱର୍ଦ୍ଧା —୩. Mutual defiance.
୪. ଘର୍ଷଣ —୪. Friction.
୫. ରୋମାଞ୍ଚ; ଲୋମହର୍ଷ —୫. Horripilation.
୬. (+କର୍ତ୍ତୃ. ଅ) ବାୟୁ —୬. Air