Jump to content

ସଂହାରକ

ଉଇକିଅଭିଧାନ‌ରୁ

ସଂହାରକ

ଉଚ୍ଚାରଣ

[ସମ୍ପାଦନା]
(ସଂହାରିକା—ସ୍ତ୍ରୀ) 

ସଂହାରକାରୀ, ସଂହାରକାରକ, ସଂହାରୀଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ ହୃ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଧ୍ୱଂସକାରକ —୧. Destructive; destroying.
୨. ଯେ ସଂକୋଚନ କରେ —୨. Cantracting.
୩. ବଧକାରୀ —୩. Slaughterring.

[ ଉ—ଜୟ ଖର ଦୂଷଣ ରାବଣସଂହାରୀ—କୃଷ୍ଣସିଂହ. ମହାଭାରତ. ବିରାଟ]