ସଂହାର କାଳ
ଦେଖଣା
ସଂହାର କାଳ
ଉଚ୍ଚାରଣ
[ସମ୍ପାଦନା]ସଂହାର ବେଳ (ଳା), ସଂହାର ସମୟଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସର୍ବନାଶର ସମୟ —୧. A time of ruin.
- ୨. ପ୍ରଳୟକାଳ —୨. A time of dissolution.
- ୩. ଦେଶରେ ମହା ବିପଦ (ଯଥା—ଦୂର୍ଭିକ୍ଷ, ମହାମାରୀ, ରାଷ୍ଟ୍ରବିପ୍ଳବ, ଅଗ୍ନ୍ୟତ୍ପାତ, ବନ୍ୟା)ର ଉପସ୍ଥିତି —୩. Time of great calamity (i.e. famine, plague, flood, fire etc.)