ସଂହାର ମୁଦ୍ରା
ଦେଖଣା
ସଂହାର ମୁଦ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପୂଜା ସମୟରେ ଦେବତାଙ୍କ ସମ୍ମୁଖରେ ପ୍ରଦର୍ଶିତ କରମୂଦ୍ରାବିଶେଷ —୧. A particular pose of the fingers used during worship.
[ ଦ୍ର—ଦୁଇ କରପୃଷ୍ଠାକୁ ପରସ୍ପରର ସମ୍ମୁଖୀନ କରି ଉପର୍ଯ୍ୟୁପରି ରଖି ଦୁଇ ହାତର ଆଙ୍ଗୁଠି— ଯାକ ଛନ୍ଦିବା ପରେ ଛନ୍ଦା କରପୃଷ୍ଠମାନଙ୍କୁ ବାହାର ଆଡ଼କୁ ବୁଲାଇଦେବାଦ୍ୱାରା ଯେଉଁ ମୁଦ୍ରା ହୁଏ, ତାହାର ନାମ ସଂହାରମୂଦ୍ରା ଅର୍ପଣ ଉପଲକ୍ଷରେ ଏହି ମୂଦ୍ରା ବ୍ୟବହୃତ ହୁଏ]
- ୨. ଭୈରବ ବିଶେଷ —୨. Name of Bhāīiraba.