Jump to content

ସଂହିତ

ଉଇକିଅଭିଧାନ‌ରୁ

ସଂହିତ

ଉଚ୍ଚାରଣ

[ସମ୍ପାଦନା]
(ସଂହିତା—ସ୍ତ୍ରୀ) 

[ସଂଧାନ—ବି]

ସଂସ୍କୃତ - ବିଶେଷଣ - ପୁଂ. (ସମ୍+ଧା. ଧାତୁ= ଧାରଣ କରିବା+ କର୍ମା ତ)

[ସମ୍ପାଦନା]
୧. ମିଳିତ —୧. Joined together.
୨. ଏକତ୍ରୀଭୂତ; ରାଶୀକୃତ —୨. Heaped up.
୩. ସଂଗୃହୀତ —୩. Collected

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଗଣିତ)+; ଯୋଗ ଚିହ୍ନ —(Mathematics) The sign of addition; the plus sign; +.