Jump to content

ସଂହିତ ପୁଷ୍ପିକା

ଉଇକିଅଭିଧାନ‌ରୁ

ସଂହିତ ପୁଷ୍ପିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ସଂହିତ+ପୁଷ୍ପ+କ+ସ୍ତ୍ରୀ. ଆ; ସଂହିତ= ଏକତ୍ରୀଭୂତ ଅଟେ ପୁଷ୍ପ ଯାହାର)

[ସମ୍ପାଦନା]

ମିଶ୍ରେୟା; ପାନମହୁରି —Anished; Anethum

Panmcrium.
(ସଂହିତ ପୁଷ୍ପକ—ପୁଂ) 

ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଯହିଁର ଫୁଲମାନ ପେନ୍ଥା ପେନ୍ଥା ହୋଇଥାଏ —Flowering in clusters.