Jump to content

ସଂହ୍ରାଦ

ଉଇକିଅଭିଧାନ‌ରୁ

ସଂହ୍ରାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ହ୍ରାଦ୍ ଧାତୁ=ଶବ୍ଦ କରିବା+ଭାବ. ଅ)

[ସମ୍ପାଦନା]

ଗୋଳମାଳ; ଘୋର ଗର୍ଜନ; ବଡ ପାଟି — Tumult; noise; uproar.