Jump to content

ସଂହ୍ରୀଣ

ଉଇକିଅଭିଧାନ‌ରୁ

ସଂହ୍ରୀଣ

ଉଚ୍ଚାରଣ

[ସମ୍ପାଦନା]
(ସଂହ୍ରୀଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ୍+ହ୍ରୀ ଧାତୁ=ଲଜ୍ଜି ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ଲଜ୍ଜାଶୀଳ; ଲାଜୁଆ —୧. Bashful; coy; modest.
୨. ଲଜ୍ଜିତ —୨. Ashamed.