ସଅଳ (ଇତ୍ୟାଦି)
ଦେଖଣା
ସଅଳ (ଇତ୍ୟାଦି)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. ବିଶେଷଣ - ଓବିଶେଷଣ - (ସଂସ୍କୃତ - ସରଳ)
[ସମ୍ପାଦନା]ସହଳ ଇତ୍ୟାଦି (ଦେଖ) - —Sahaḻa (See)
- ୧. ଜଳଦି; ଶୀଘ୍ର; ଚଞ୍ଚଳ —୧. Soon.
- ୨. ସତ୍ୱର —୨. Hastily.
- ୩. (ସଂସ୍କୃତ - ସଦ୍ୟଃ କାଳ)—ପ୍ରତ୍ୟୁଷରେ —୩. Early.
- ୪. (ସଂସ୍କୃତ - ସରଳ) ସରଳ; ସହଜ —୪. Easy.
- ୫. ସିଧା —୫. Straight.