ସଇତାନ୍ ଚରଖି
ଦେଖଣା
ସଇତାନ୍ ଚରଖି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଇତାନ୍ ଚରଖି
|
=== ବେଦେଶଜ - ବିଶେଷ୍ୟ - (ଫାରାସୀ - ଶଇତାନ୍, ଆ, ଚିରାଗ୍= ମସାଲ ବା ସଂସ୍କୃତ - ଚକ୍ର; ସଇତାନର ଅସ୍ତ୍ର ବା ମସାଲ, ଅର୍ଥାତ୍ ସଇତାନ ଯେଉଁ ଅସ୍ତ୍ର ବା ମସାଲ ସାହାଯ୍ୟରେ ନର— ନାରୀଙ୍କୁ ପାପଆଡ଼କୁ ପ୍ରଲୋଭିତ କରି ଟାଣିନଏ ବା ବାଟ ଦେଖାଏ)
- ୧. ସଇତାନର ଉଭାବିତ ଯନ୍ତ୍ର ବା ବସ୍ତୁ — ୧. A devilish or cursed instrument or thing.
- ୨. (ବ୍ୟଙ୍ଗୋକ୍ତି)—ଶୂନ୍ଗାଡ଼ି; ବାଇସାଇକଲ୍ — Bycycle.
ବିଶେଷଣ -
[ସମ୍ପାଦନା]ଅତି ପାପିଷ୍ଠ (ବ୍ୟକ୍ତି) — Very sinful (person).