Jump to content

ସଇନ୍ଦୁ

ଉଇକିଅଭିଧାନ‌ରୁ

ସଇନ୍ଦୁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ)ବିଶେଷଣ -

[ସମ୍ପାଦନା]

(ପୁରାଣାଦି ବର୍ଣ୍ଣିତ) ସଙ୍ଗମର ଅବ୍ୟବହିତ ପରେ ଭୂମିଷ୍କ (ସନ୍ତାନ) —(a child said in the mythologies to have been) Born immediately after coition or conception.

[ଉ—ସସାଷ୍ଟମେ ସୁନ୍ଦରୀ ଯେ ନ ପାରଇ ଚଳି, ସଇନ୍ଦୁ ପୁତ୍ରକ ହୋଇ ଛାଡ଼ିଲା ବୋବାଳି. ସାରଳା. ମହାଭାରତ. ଆଦି ]