ସଇନ୍ଦ୍ରୀ ସେବା
ଦେଖଣା
ସଇନ୍ଦ୍ରୀ ସେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଇନ୍ଦ୍ରୀ ସେବା
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ସୈରିନ୍ଧ୍ରୀ+ସେବା)
[ସମ୍ପାଦନା]ଦାସୀଙ୍କ ପରି କୌଣସି ସ୍ତ୍ରୀଙ୍କ ଶ୍ରୀଅଙ୍ଗସେବା କର୍ମ — Rendering of personal services to a lady.
[—ଶାଶୁ ବୋହକୁ ଦିନରାତି ସଇନ୍ଦ୍ରୀ ସେବା ଖଟିଥାଏ ପୀତାମ୍ୱରୀ. କାନ୍ତରା ବାବୁ ]