ସଇନ୍ଧ୍ରୀ
ଦେଖଣା
ସଇନ୍ଧ୍ରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଇନ୍ଧ୍ରୀ
|
ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ସୈରିନ୍ଧ୍ରୀ)
[ସମ୍ପାଦନା]ଅନ୍ତଃପୁରସ୍ଥା ରାଣୀ ପ୍ରଭୃତିଙ୍କର ସେବାକାରିଣୀ ଭୃତ୍ୟା — A maid servant of the harem; a maid-in-waiting for queens.
[ଉ—ସାଇନ୍ଦ୍ରୀକି ବୋଇଲେ ପଶା ସାର ଅଣ, କଙ୍କ ପଣ୍ଡା ତୁଲରେ ଖେଳିବୁ ଏକ୍ଷଣ କୃଷ୍ଣସିଂହ. ମହାଭାରତ. ବିରାଟ ]