Jump to content

ସଇମୋହିର

ଉଇକିଅଭିଧାନ‌ରୁ

ସଇମୋହିର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା ସହି+ମୋହର୍) ଭାରପ୍ରାପ୍ତ କର୍ମଚାରୀଙ୍କ ସ୍ୱାକ୍ଷର ଓ ଅଫିସ୍ର ମୋହର ମରା ଯାଇଥିବା ସରକାରୀ କାଗଜ

[ସମ୍ପାଦନା]

ପତ୍ରର ଅବିକଳ ନକଲ —Certified copy of an official paper.

[ଉ—ଦାରୋଗାଙ୍କ ରିପୋର୍ଟରେ ଏକ ପ୍ରସ୍ତ ସଇମୋହର ନକଲ ହାସଲ କରିଅଛୁଁ —ଫକିରମୋହନ, ଛମାଣ ଆଠଗୁଣ୍ଠ]