Jump to content

ସଇଲା

ଉଇକିଅଭିଧାନ‌ରୁ

ସଇଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - କ୍ରିୟାପଦ -

[ସମ୍ପାଦନା]
୧. ସରିବା କ୍ରିୟାର ବର୍ତ୍ତମାନସାମୀପ୍ୟ ଭୂତ କାଳର ତୃତୀୟ ପୁରୁଷ ଏକବଚନ (ସେ) 'ସରିଲା'ର ଅନ୍ୟରୂପ —୧. Another form of 'Sarilā', past tense third person, singular of the verb 'Saribā'.

[ମୋ କଥାଟି ସଇଲା, ଫୁଲ ଗଛଟି ମଲା—କଥାର ନଥା]

୨. 'ସହିବା' କ୍ରିୟାର ବର୍ତ୍ତମାନ ସାମୀପ୍ୟଭୂତ କାଳ, ତୃତୀୟ ପୁରୁଷ, ଏକବଚନ 'ସହିଲା'ର ଅନ୍ୟରୂପ —୨. Another form of 'Sahilā.