ସଉକିନ୍
ଦେଖଣା
ସଉକିନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଣ—(ଆ: ସୌକୀନ୍)
[ସମ୍ପାଦନା]- ୧. କୌଣସି ବିଷୟ ପ୍ରତି ଅଭିଳାଷୀ — ୧. Desirous for anything.
- ୨. ରସିକତା—ବିଶିଷ୍ଟ —୨. Gallant.
- ୩. ବିଳାସୀ —୩. Sportive.
- ୪. ଯେ ନିଜର ମନର ସାଧ ମେଣ୍ଟାଇବା ପାଇଁ କୌଣସି ବ୍ୟବସାୟ ବା କର୍ମ କରନ୍ତି —୪. Amateur.
ବିଶେଷ୍ୟ -
[ସମ୍ପାଦନା]- ୧. ରସିକ ବ୍ୟକ୍ତି —୧. A gallant.
- ୨. ସଉକ୍ (ଦେଖ) - —୨. Sauk (See).