ସଉକ୍ରେ ରଖିବା
[ସଉକି(ଖି)ନିରେ ରଖିବା—ଅନ୍ୟରୂପ]
କୌଣସି ଦ୍ରବ୍ୟ, ବସ୍ତୁ, ଜୀବ ବା ଭୃତ୍ୟ ଆଦିଙ୍କୁ ଅତି ଆଦର ଓ ଅୟସରେ ରଖିବା — To maintain a thing or person in luxury and with great care.