Jump to content

ସଉଖିନ୍ ସେନା

ଉଇକିଅଭିଧାନ‌ରୁ

ସଉଖିନ୍ ସେନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭଲଣ୍ଟିଅର୍ ସେନା; ଯେଉଁ ସୈନ୍ୟମାନେ ସବୁଦିନେ ସୈନ୍ୟବୃତ୍ତି କରନ୍ତି ନାହିଁ, କିନ୍ତୁ ଅସମୟରେ ଯୁଦ୍ଧ ଓ ଦେଶରକ୍ଷା କରିବା ପାଇଁ ଯୁଦ୍ଧବିଦ୍ୟା ଶିକ୍ଷା କରନ୍ତି —Volunteer corps.