Jump to content

ସଉତୁଣୀ ଖଟାଇବା

ଉଇକିଅଭିଧାନ‌ରୁ

ସଉତୁଣୀ ଖଟାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଆପେ ଥାଉ ଥାଉ (ଆପଣାରେ ସ୍ୱାମୀ) ଅନ୍ୟ ପତ୍ନୀଙ୍କୁ ବିବାହ କରିବା — To marry more wives in the lifetime of the first.

[ଉ—ତୁମ୍ଭଠାରେ ମୁହିଁ କି ଦୋଷ କଲି ଯେ, ସଉତୁଣୀ ଖଟାଇଲ—ପ୍ରଥମା ପତ୍ନୀଙ୍କର ସ୍ୱାମୀଙ୍କ ପ୍ରତି ଖେଦୋକ୍ତି ]