ସଉତୁଣୀ ଖଟେଇବା
ଦେଖଣା
ସଉତୁଣୀ ଖଟେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଉତୁଣୀ ଖଟେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଆପେ ଥାଉ ଥାଉ (ଆପଣାରେ ସ୍ୱାମୀ) ଅନ୍ୟ ପତ୍ନୀଙ୍କୁ ବିବାହ କରିବା — To marry more wives in the lifetime of the first.
[ଉ—ତୁମ୍ଭଠାରେ ମୁହିଁ କି ଦୋଷ କଲି ଯେ, ସଉତୁଣୀ ଖଟାଇଲେ—ପ୍ରଥମା ପତ୍ନୀଙ୍କର ସ୍ୱାମୀଙ୍କ ପ୍ରତି ଖେଦୋକ୍ତି ]