Jump to content

ସଉଦାଗରି

ଉଇକିଅଭିଧାନ‌ରୁ

ସଉଦାଗରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ସୌଦାଗରୀ)

[ସମ୍ପାଦନା]

ବଣିଗ୍ୱୃତ୍ତି; ବାଣିକ ବ୍ୟବସାୟ; କାରବାର —Trade.

ବିଶେଷଣ -

[ସମ୍ପାଦନା]
୧. ସଉଦାଗର ସମ୍ୱନ୍ଧୀୟ —୧. Relating to a merchant.
୨. ବାଣିଜ୍ୟ ସମ୍ୱନ୍ଧୀୟ — ୨. Relating to trade.