ସଉଦା ପାତି
ଦେଖଣା
ସଉଦା ପାତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଉଦା ପାତି
|
ଦେଶଜ - ବିଶେଷ୍ୟ - (ସଉଦା ସଙ୍ଗେ 'ପତର' ନିରର୍ଥକ ସହଚର)
[ସମ୍ପାଦନା]- ୧. ଦୋକାନରୁ କଣାଯିବା ନାନାପ୍ରକାରର ପଣ୍ୟଦ୍ରବ୍ୟ; ପଣଦ୍ରବ୍ୟ ସମୂହ —୧. Many sots of articles or commodities purchased from a shop.
- ୨. ନାନାପ୍ରକାର ପଣ୍ୟଦ୍ରବ୍ୟର କ୍ରୟ — ୨. Purchase of many commodities.