ସଉଭାଗ୍ୟ
ସୌଭାଗ୍ୟ (ଦେଖ) - S&aline;&uline;bhāgya (See).
(ଉ—ସୁଖ ସଉଭାଗ୍ୟର ହୋଇଲେ ଭାଜକ—କବିସୂର୍ଯ୍ୟ ରତ୍ନାକର ଚମ୍ପୂ. 'ଷ' ଗୀତ
ଝଳି ହେଲେ କର୍ମଖେତେ, ସଉଭାଗ୍ୟ ଆସେ ହାତେ— ବାଳକୃଷ୍ଣ. ରଜାପୁଅ ରଜାଝିଅ ]