ସଉରୀ
ଦେଖଣା
ସଉରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ସୌରି)
[ସମ୍ପାଦନା]- ୧. ପୁରୁଷ ଓ ସ୍ତ୍ରୀଙ୍କ ନାମ —୧. Name given to males and females.
- ୨. ତୀର୍ଥ ବିଶେଷ —୨. Name of a sacred place of pilgrimage.
[ଉ—ବରାହ କ୍ଷେତ୍ର କୁର୍ମ ନାଥ, ସଉରି ନାରାୟଣ ପଥ ଭୂପତି. ପ୍ରେମପଞ୍ଚାମୃତ ]
- ୩. (ପଦ୍ୟ) ଶନି ଗ୍ରହ —୩. Planet Saturn.
[ଉ—ମଙ୍ଗଳ ସଉରୀ, ଅବଳୁ କି ହତ, ମୋ ସଦାଶିବ ଗଉରୀ ଭଞ୍ଜ. ପ୍ରେମ ସୁଧାନିଧି ]