Jump to content

ସଏନ୍ୟ

ଉଇକିଅଭିଧାନ‌ରୁ

ସଏନ୍ୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ସୈନ୍ୟ)

[ସମ୍ପାଦନା]
୧. ସେନା; ଫଉଜ —୧. Army.

[ଉ—ଯୁଦ୍ଧକଲେ କୁରୁ ପାଣ୍ଡବ ସଇନି—କୃଷ୍ଣସିଂହ. ମହାଭାରତ ଆଦି]

୨. ବହୁ ଲୋକ —୨. A multitude of persons.