Jump to content

ସଓଆ

ଉଇକିଅଭିଧାନ‌ରୁ

ସଓଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସବ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସପାଦ=୧+୧: ; ପାଦ=୧/୪: ; ୧+୧/୪=୧ ୧/୪: )

[ସମ୍ପାଦନା]

କୌଣସି ରାଶି ଓ ତହିଁ ସଙ୍ଗେ ତହିଁରୁ ୧/୪: —One and one fourth.

ବିଶେଷଣ -

[ସମ୍ପାଦନା]

୧ ୧/୪: ପରିମିତ —୧ ୧/୪ as much.

(ଯଥା—ସଉଆ ସେର=୧ ୧/୪: ସେର; ସଉଆ ଘଣ୍ଟା =୧ ୧/୪: ଘଣ୍ଟା)