Jump to content

ସକ

ଉଇକିଅଭିଧାନ‌ରୁ

ସକ

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ସକ୍ (ଦେଖ) - —Sak (See)

(ଉ— ଏହାର ମୃତ୍ୟୁ ବିଷୟରେ ଅନ୍ୟପ୍ରକାର ସକ କିମ୍ୱା ଦାବୀ— ଦାବା ନ ଥିବା ଏକ ରିପୋର୍ଟ କେନ୍ଦ୍ରାପଡା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ କଲେ—ଫକିରମୋହନ. ଛମାଣ ଆଠଗୁଣ୍ଠ)