Jump to content

ସକଟ

ଉଇକିଅଭିଧାନ‌ରୁ

ସକଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସ=ସହିତ+କଟ=ଅଧମ; ନୀଚ)

[ସମ୍ପାଦନା]

ଅଧମ; ନୀଚ; ହୀନ (ବ୍ୟକ୍ତି) —Vile; base; abominable; wicked (person).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶାଖୋଟ ବୃକ୍ଷ; ଶାହାଡା ଗଛ —Streblus Asper (tree).