Jump to content

ସକଣ୍ଟକ

ଉଇକିଅଭିଧାନ‌ରୁ

ସକଣ୍ଟକ

ଉଚ୍ଚାରଣ

[ସମ୍ପାଦନା]

(ନିଷ୍କଣ୍ଟକ—ବିପରୀତ)

ସଂସ୍କୃତ - ବିଶେଷଣ - (ସହାର୍ଥ ବହୁବ୍ରୀହି; ସ=ସହ, ସହିତ+କଣ୍ଟକ)

[ସମ୍ପାଦନା]
୧. କଣ୍ଟାଳିଆ; କଣ୍ଟକଯୁକ୍ତ —୧. Thorny; prickly.
୨. (ଲକ୍ଷଣାର୍ଥ) ବାଧାଯୁକ୍ତ — ୨. (figurative) Set with obstacles.
୩. (ଲକ୍ଷଣାର୍ଥ) ଶତ୍ରୁ ବେଷ୍ଟିତ —୩. (figurative) Infested or surrounded by enemies.

[ଉ—ସକଣ୍ଟକ ରାଜ୍ୟ ଭୋଗ]

ସଂସ୍କୃତ - ବି—(ବୈଦ୍ୟକ)

[ସମ୍ପାଦନା]
୧. କ୍ଷୁଦ୍ର କଣ୍ଟକବତ୍ ଅଂଶ ବିଶିଷ୍ଟ ଜଳୀୟ ଶାକ ବିଶେଷ; ଶୈବାଳ —୧. Valisneria of several species; Conferia; moss.
୨. କରଞ୍ଜ ବିଶେଷ; ପୂତି କରଞ୍ଜ; ବରିପୋଲ —୨. A species of throny Karan̄ja tree; Cæsalpinia Bonducella.
୩. କଣ୍ଟା କରଞ୍ଜ; କରନ୍ଦା କୋଳି; କରମର୍ଦ୍ଦକ —୩. A thorny plant; Carissa Carandas.