ସକର
ଦେଖଣା
ସକର
ଉଚ୍ଚାରଣ
[ସମ୍ପାଦନା](ସକରା—ସ୍ତ୍ରୀ)
(ନିଷ୍କର—ବିପରୀତ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସହାର୍ଥ ବହୁବ୍ରୀହି; ସ=ସହ, ଯୁକ୍ତ+କର=ହସ୍ତ)
[ସମ୍ପାଦନା]- ୧. ହସ୍ତଯୁକ୍ତ —୧. Having hands; armed; furnished with arms.
- ୨. ରାଜସ୍ୱଯୁକ୍ତ; ଯାହା ପାଇଁ କର ବା ରାଜସ୍ୱ ଦେବାକୁ ହୁଏ (ଭୂମି) —୨. (land) For which rent or revenue is payable.
- ୩. ଶୁଣ୍ଢଯୁକ୍ତ —୩. Having a trunk (like an elephant).
- ୪. କିରଣ ବିଶିଷ୍ଟ —୪. Having rays.