Jump to content

ସକରୁଣ

ଉଇକିଅଭିଧାନ‌ରୁ

ସକରୁଣ

ଉଚ୍ଚାରଣ

[ସମ୍ପାଦନା]
(ସକରୁଣା—ସ୍ତ୍ରୀ) 

(ନିଷ୍କରୁଣ—ବିପରୀତ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସହାର୍ଥ ବହୁବ୍ରୀହି; କରୁଣା ସହିତ ବର୍ତ୍ତମାନ)

[ସମ୍ପାଦନା]
୧. କରୁଣାଯୁକ୍ତ; କରୁଣାଶୀଳ; ଦୟାଳୁ — ୧. Kind; having pity.
୨. ଯାହା ଦର୍ଶକର ବା ଶ୍ରୋତାର ମନରେ କରୁଣାର ବା ଦୟାର ଉଦ୍ରେକ କରେ; କାରୁଣ୍ୟ ପୂର୍ଣ୍ଣ — ୨. Pitiful; pitiable; compassionate; exciting pity or compassion.