Jump to content

ସକର୍ମକ

ଉଇକିଅଭିଧାନ‌ରୁ

ସକର୍ମକ

ଉଚ୍ଚାରଣ

[ସମ୍ପାଦନା]
(ସକର୍ମିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସହାର୍ଥ ବହୁବ୍ରୀହି; ସ+କର୍ମ+କ)

[ସମ୍ପାଦନା]
୧. କର୍ମ ସମନ୍ୱିତ; କର୍ମଯୁକ୍ତ —୧. Having work; engaged.
୨. (ବ୍ୟାକରଣ) ଯେଉଁ କ୍ରିୟାର କର୍ମ ଥାଏ —୨. (grammar) Having an object; governing an object; transitive (verb).