Jump to content

ସକସ୍

ଉଇକିଅଭିଧାନ‌ରୁ

ସକସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ସଖ୍ମ୍=ବ୍ୟକ୍ତି)

[ସମ୍ପାଦନା]
୧. ଶକ୍ତିଶାଳୀ ବ୍ୟକ୍ତି —୧. Powerful person.
୨. ବଳୁଆ ବ୍ୟକ୍ତି — ୨. Strong person.

[ଉ—ମୋ ପରା ସକସ୍]

୩. ଧୈର୍ଯ୍ୟଶାଳ ବ୍ୟକ୍ତି —୩. Patient man.

[ଯଥା—ଭଲୀ ସକସ ହେଲେ ସୁଦ୍ଧା, ତା କଥାରେ ବିରକ୍ତ ହେବ]

୪. ଧୈର୍ଯ୍ୟ —୪. Patience.
୫. ଶାରିରୀକ ବଳ; କ୍ଷମତା —୫. Strength; power.