Jump to content

ସକାମ

ଉଇକିଅଭିଧାନ‌ରୁ

ସକାମ

ଉଚ୍ଚାରଣ

[ସମ୍ପାଦନା]
(ସକାମା—ସ୍ତ୍ରୀ) 

(ନିଷ୍କାମ, ଅକାମ—ବିପରୀତ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସହାର୍ଥ. ବହୁବ୍ରୀହି; କାମ=କାମନା ସହିତ ବର୍ତ୍ତମାନ)

[ସମ୍ପାଦନା]
୧. କାମନାଯୁକ୍ତ; ବାସନାଯୁକ୍ତ; ସାଭିଳାଷ (ବ୍ୟକ୍ତି)—(ଯଥା—ସକାମ ଗୃହସ୍ଥ) — ୧. Having desires; having an ultimate object in mind.
୨. ଯାହା ଫଳ କାମନାପୂର୍ବକ କରାଯାଏ —୨. (a work) Done with some ultimate motive or end in view.
୩. କାମୀ —୩. Lostful.
୪. ସନ୍ତୁଷ୍ଟ —୪. Content; satisfied.
୫. ସୁଖୀ — ୫. Happy.