ସକାମ ଧର୍ମ୍ମ
(ନିଷ୍କାମ ଧର୍ମ—ବିପରୀତ)
ଯେଉଁ ଧର୍ମସାଧନରେ ସାଧକର ଫଳଲାଭର ଆଶା ଥାଏ —Religion or conduct in the observance of which the devotee has some ulterior object in view.