Jump to content

ସକାରାଦ୍ୟ

ଉଇକିଅଭିଧାନ‌ରୁ

ସକାରାଦ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ସକାର='ସ' ଅକ୍ଷର ଆଦିରେ ବା ଆଦ୍ୟରେ ଯାହାର)

[ସମ୍ପାଦନା]

ଯେଉଁ ଶବ୍ଦର ଆଦ୍ୟରେ 'ସ' ଅକ୍ଷର ଥାଏ —(Word) Beginning with the letter 'S'.