Jump to content

ସକାଳ ଖିଆ

ଉଇକିଅଭିଧାନ‌ରୁ

ସକାଳ ଖିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସକାଳ ଖାଇବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରାତର୍ଭୋଜନ —Breakfast.

ଦେଶଜ - ବିଶେଷଣ -

[ସମ୍ପାଦନା]

ପ୍ରାତର୍ଭୋଜୀ; ଯେଉଁ ଲୋକର ସକାଳେ ଖାଇବା ଅଭ୍ୟାସ —Habituated to taking meals early in the morning.

(ଯଥା—ସକାଳ ଖିଆ ଲୋକର ଆଜି ମୁଣ୍ଡ ଉପରୁ ବେଳ ଗଡିଲାଣି, ଏତେବେଳଯାଏ ଗାଧୁଆ ହୋଇ ନାହିଁ)