ସକାଳ ଗାଧୁଆ
ଦେଖଣା
ସକାଳ ଗାଧୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସକାଳ ଗାଧୁଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରାତଃସ୍ନାନ —Morning bath.
(ଉ—ସକାଳ ଗାଧୁଆ ପଖାଳ ଖିଆ, ଦିହରେ ଯେବେ ଯାଏ ଢଗ)
ଦେଶଜ - ବିଶେଷଣ -
[ସମ୍ପାଦନା]ପ୍ରାତଃସ୍ନାୟୀ; ସକାଳେ ଗାଧୋଉଥିବା (ବ୍ୟକ୍ତି) — Taking bath early in the morning.