Jump to content

ସକାଶ

ଉଇକିଅଭିଧାନ‌ରୁ

ସକାଶ

ଉଚ୍ଚାରଣ

[ସମ୍ପାଦନା]

(ସକାଶେ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ସ=ସହିତ+କାଶ୍ ଧାତୁ=ଦୀପ୍ତି କରିବା+ଅ)

[ସମ୍ପାଦନା]

ସାମୀପ୍ୟ; ନିକଟବର୍ତ୍ତିତା —Proximity; vicinity. (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. କାଶ (ଗୁଳ୍ମ ଓ ଫୁଲ) ଯୁକ୍ତ — ୨. Having Kāṡa (plant and flower).
୨. (ଅମୁକ) ପରି ଦେଖା ଯାଉଥିବା —୨. Having the appearance of (Apte).
୩. ଦୃଶ୍ୟ —୩. Visible (Apte).
୪. ନିକଟ —୪. Near (Apte).
୫. ଉପସ୍ଥାପିତ; ବର୍ତ୍ତମାନ —୫. Present (Apte).

ଦେଶଜ - ଅ

[ସମ୍ପାଦନା]
୧. ନିକଟକୁ —୧. To; near.

[ଉ—ମୁଁ ଭବତ୍ୱ=ସକାଶ ପ୍ରେରିତ ହୋଇଅଛି]

୨. ସକାଶାତ; ନିକଟରୁ — ୨. From.

(ଉ—ସର୍ବ ପୁରାଣ ଇତିହାସ; ଶୁଣିଲୁ ତୁମ୍ଭର ସକାଶ—ଜଗନ୍ନାଥ. ଭାଗବତ)

୩. ନିମିତ୍ତ; ପାଇଁ (ବିଭକ୍ତିସୂଚକ) —୩. For.