Jump to content

ସକାଶରୁ

ଉଇକିଅଭିଧାନ‌ରୁ

ସକାଶରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ସକାଶାତ)

[ସମ୍ପାଦନା]

ଯୋଗୁଁ; ହେତୁରୁ —Owing to; on account of; for.

(ଉ—ତୁମ୍ଭ ସକାଶରୁ ବ୍ରାହ୍ମଣେ ପବିତ୍ର—କୃଷ୍ଣସିଂହ. ମହାଭାରତ. ବନ)