ସକୁଳ
ଦେଖଣା
ସକୁଳ
ଉଚ୍ଚାରଣ
[ସମ୍ପାଦନା](ଶକୁଳ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ଶକ ଧାତୁ+କର୍ତ୍ତୃ ଉକ; ନିପାତନ)— ଶକୁଳମତ୍ସ୍ୟ; ଶେଉଳ ମାଛ —୧. Ophecephalus Striatus; a kind of fish.
- ୨. (ସ=ସମାନ ଅଟେ କୁଳ ଯାହାର)—ଏକବଂଶରେ ଜାତ ବ୍ୟକ୍ତି; କୁଟୁମ୍ୱୀ ବ୍ୟକ୍ତି —୨. A kinsman (Apte).
(ସକୁଳା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ସ+କୁଳ)
[ସମ୍ପାଦନା]- ୧. ଏକ ପରିବାରର (ବ୍ୟକ୍ତି) —୧. Of the same family (Apte).
- ୨. ସତ୍କୁଳପ୍ରସୂତ — ୨. Belonging to a noble family (Apte).
- ୩. ପରିବାର ବିଶିଷ୍ଟ —୩. Having a family (Apte).
- ୪. ପରିବାର ସହିତ —୪. Along with or accompanied by one's family (Apte).