Jump to content

ସକୃତପ୍ରଜ

ଉଇକିଅଭିଧାନ‌ରୁ

ସକୃତପ୍ରଜ

ଉଚ୍ଚାରଣ

[ସମ୍ପାଦନା]
(ସକୃତ୍ ପ୍ରଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସକୃତ୍=ଥରେ ମାତ୍ର+ପ୍ରଜା= ସନ୍ତାନ+ଅ)

[ସମ୍ପାଦନା]

ଯେ ଥରେ ମାତ୍ର ପ୍ରସବ କରେ —Begetting once only.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କାକ; କୁଆ; ବାୟସ —Crow.