ସକୃତ୍
ଦେଖଣା
ସକୃତ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ଅ (ଏକ+ବାରାର୍ଥେ. ସ; ନିପାତନ)
[ସମ୍ପାଦନା]- ୧. ଏକବାର; ଥରେ ମାତ୍ର —୧. Once only.
- ୨. ସର୍ବଦା — ୨. Always.
- ୩. ସହିତ —୩. With; together with; along with.
- ୪. ଏକଦା; ପୂର୍ବେ କୌଣସି କାଳରେ —୪. Once; at one time; on one occasion; formerly. (Apte)
- ୪. ତତ୍କ୍ଷଣାତ୍ — ୪. At once. (Apte)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଷ୍ଠା —Fœcus; night-soil.