Jump to content

ସକୃତ୍ ଗର୍ଭା

ଉଇକିଅଭିଧାନ‌ରୁ

ସକୃତ୍ ଗର୍ଭା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବହୁବ୍ରୀହି; ସକୃତ୍+ଗର୍ଭ+ଆ; ଯେ ଥରେ ମାତ୍ର ଗର୍ଭ ଧାରଣ କରି ସନ୍ତାନ ପ୍ରସବାନ୍ତେ ମରିଯାଏ)

[ସମ୍ପାଦନା]
୧. ଖେସର; ଖଚର; ଅଶ୍ୱତର; ଖଚ୍ଚର୍ —୧. Mule. (Apte)
୨. ଯେଉଁ ସ୍ତ୍ରୀ ଥରେ ମାତ୍ର ଗର୍ଭିଣୀ ହୋଇଅଛି —୨. A woman who has once been pregnant.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଥରେ ମାତ୍ର ଗର୍ଭଧାରଣକାରିଣୀ (ସ୍ତ୍ରୀ) —(a woman) Who has conceived once.