ସକୃତ୍ ପ୍ରସୂତା
ଦେଖଣା
ସକୃତ୍ ପ୍ରସୂତା
ଉଚ୍ଚାରଣ
[ସମ୍ପାଦନା](ସକୃତ୍ ପ୍ରସୂତିକା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ସକୃତ୍+ପ୍ରସୂତା)
[ସମ୍ପାଦନା]ଯେଉଁ ସ୍ତ୍ରୀ କେବଳ ଗୋଟିଏ ସନ୍ତାନ ପ୍ରସବ କରେ; କାକବନ୍ଧ୍ୟା —(a woman) Who bears only one child.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. କାକବନ୍ଧ୍ୟା ସ୍ତ୍ରୀ —୧. A woman who bears only one child.
- ୨. ଯେଉଁ ଗାଈ ଥରେ ମାତ୍ର ପ୍ରସବ କରିଅଛି —୨. A cow that has calved once.