Jump to content

ସକୃଦ୍ଦୀର

ଉଇକିଅଭିଧାନ‌ରୁ

ସକୃଦ୍ଦୀର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସୁକୃଦ୍ୱୀର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ବନ୍ୟ ବୃକ୍ଷବିଶେଷ —Name of a wild tree.

(ଦ୍ର—ଏହା କଟୁରସ, ଉଷ୍ଣବୀର୍ଯ୍ୟ, ମତ୍ତତାଜନକ, ବାତଜନିତ ସୂଚୀବେଧବତ୍, ବେଦନାର ଉପଶମକ ଏବଂ ଗୃଧ୍ରସୀ, କଟୀଶୂଳ ଓ ଆଘାତଜନ୍ୟ ବେଦନାର ନିବାରକ)